Block Posts

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ



ନିଜର ଐତିହାସିକ ପୀଠ, ପ୍ରତ୍ନତାତ୍ତ୍ୱିକ ସ୍ଥଳୀ, ପ୍ରସ୍ତର କାର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତକୁ ନେଇ ଓଡ଼ିଶା ସାଂସ୍କୃତିକ ଐତିହ୍ୟର ଏକ ଭଣ୍ଡାର କହିଲେ ଅତୁକ୍ତି ହେବ ନାହିଁ। ପୂରାକାଳରୁ ଓଡ଼ିଶା ବହୁ ସଂଖ୍ୟକ ବିଦ୍ୱାନ, କଳାକାର ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସିଛି । ଓଡ଼ିଶାର ସଂସ୍କୃତି ବିଭାଗ ଏହି ଦୁର୍ଲଭ କଳା ଓ ସଂସ୍କୃତି କ୍ଷେତ୍ରକୁ ବ୍ୟବସ୍ଥିତ ଓ ବ୍ୟାପକ ପ୍ରୋତ୍ସାହନ ଦେବା କାର୍ଯ୍ୟ କରିବା ସହ ବିଭାଗ ଓଡ଼ିଶାର ଏହି ପୁରାତନ ସାଂସ୍କୃତିକ ପରମ୍ପରା ଓ ପ୍ରାଚୀନ କଳାକୃତି ଗୁଡ଼ିକର ସଂରକ୍ଷଣ ପାଇଁ ମଧ୍ୟ କାର୍ଯ୍ୟ କରୁଛି ।


ସାମାଜିକ ଗଣମାଧ୍ୟମ


କଳା ଓ ଶିଳ୍ପ

ଖ୍ରୀ:ପୂ: ଶତାବ୍ଦୀର ବହୁ ପୂର୍ବରୁ ଏହି ଭୂମିରେ ଥିବା ସେହି ଅସାଧାରଣ ବ୍ୟକ୍ତିଙ୍କ ଜୀବନଯାତ୍ରା ଅବ୍ୟାହତ ରହିଛି । ନିଜର ପଦଚିହ୍ନ ସ୍ୱରୂପ ଏହା ଅସଂଖ୍ୟ କିର୍ତ୍ତିରାଜି ଛାଡ଼ିଯାଇଛି । ପ୍ରତ୍ୟେକ ଦିନ ନୂତନ ପ୍ରତ୍ନତାତ୍ତ୍ୱିକ ଖନନ ଦ୍ୱାରା ରାଜ୍ୟର ବିଭିନ୍ନ... ଅଧିକ ଜାଣନ୍ତୁ

ମେଳା ଓ ପର୍ବପର୍ବାଣୀ

ବର୍ଷସାରା ଲାଗିରହୁଥିବା ପର୍ବ-ପର୍ବାଣୀ ଓ ଉତ୍ସାବାଦିର  ସାମାନ୍ୟ ଅଧ୍ୟୟନ କଲେ ଓଡ଼ିଶା ଓ ଓଡ଼ିଆର ଧାର୍ମିକ-ଆଧ୍ୟାତ୍ମିକ ଭାବନାର ପ୍ରମାଣ ସହଜରେ ମିଳିଯିବ । ପୂର୍ବରୁ ଯେପରି କୁହାଯାଇଛି ଓଡ଼ିଶା ଆର୍ଯ୍ୟ, ଦ୍ରାବିଡ଼ ଓ ଆଦିବାସୀ ସଂସ୍କୃତିର ଏକ ମିଶ୍ରଣ କହିଲେ ଅତ୍ୟୁକ୍ତି... ଅଧିକ ଜାଣନ୍ତୁ

ଏହାର ଐେତିହ୍ୟ

ପ୍ରାକ୍‌ ଐେତିହାସିକ କାଳରୁ ଷୋଡ଼ଶ ଶତାବ୍ଦୀ ମୁସଲମାନ ଶାସନ ପର୍ଯ୍ୟନ୍ତ ଓଡ଼ିଶା ଏକ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଏକ  ଭଣ୍ଡାର କହିଲେ ଅତିରଞ୍ଜିତ ହେବ ନାହିଁ । ଜଉଗଡ଼ ଓ ଶିଶଳପାଳଗଡ଼ ଖନନ ଓଡ଼ିଶାରେ ପ୍ରାକ୍‌ ଐେତିହାସିକ ସଭ୍ୟତାର ବହୁ ପୂର୍ବରୁ ଓଡ଼ିଶାରେ... ଅଧିକ ଜାଣନ୍ତୁ

ସଂସ୍କୃତି

ସମସ୍ତ ଆଞ୍ଚଳିକ ସଂସ୍କୃତି ମଧ୍ୟରୁ ଓଡ଼ିଶା କିମ୍ବା ପ୍ରାଚୀନ କଳିଙ୍ଗ ସଂସ୍କୃତି ଭାରତୀୟ ସଭ୍ୟତାରେ ଏକ ମୁଖ୍ୟ ଓ ରୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା।  ଭାରତର ପୂର୍ବ ତଟରେ ଅବସ୍ଥିତ ହୋଇଥିବାରୁ ଏହା ଉଭୟ ଉତ୍ତର ଓ ଦକ୍ଷିଣ ଭାରତର ସାଂସ୍କୃତିକ... ଅଧିକ ଜାଣନ୍ତୁ

ଘୋଷଣା

ଗ୍ରାମୀଣ ପୁସ୍ତକ ଜମା କେନ୍ଦ୍ରଗୁଡିକ ଓ ଭ୍ରାମ୍ୟମାଣ ଗ୍ରନ୍ଥାଗାର ସେବାଗୁଡ଼ିକର ବିକାଶ ଅଭିମୁଖେ ସହାୟକ ଯୋଜନା ଅଧୀନରେ ଅନୁଦାନ ପାଇଁ ଆବେଦନ ।